ଭୁଜଗୀ Bhujagī

  • ସଂ. ବି. ସ୍ତ୍ରୀ (ଭୁଜଗ+ସ୍ତ୍ରୀ) — ନାଗୁଣୀ — She-serpent
  • ସଂ. ବି. ସ୍ତ୍ରୀ (ଭୁଜଗ+ସ୍ତ୍ରୀ) — ନଷ୍ଟା ସ୍ତ୍ରୀ — An adulteress
  • ସଂ. ବି. ସ୍ତ୍ରୀ (ଭୁଜଗ+ସ୍ତ୍ରୀ) — କ୍ରୂରା ନାରୀ — A cruel woman