ଭୁଖ Bhukha

  • ପ୍ରାଦେ. (ବାଲେଶ୍ୱର) ବି (ସଂ. ବୁଭୁକ୍ଷା) — ଭୋକ; କ୍ଷୁଧା — Hunger
  • ପ୍ରାଦେ. (ବାଲେଶ୍ୱର) ବି (ସଂ. ବୁଭୁକ୍ଷା) — (ଲକ୍ଷଣାର୍ଥ)—କାମନା — (figurative) Desire