ଭୁଇଁ Bhuiñ

  • ଦେ. ବି (ସଂ. ଭୂମି) — ପୃଥିବୀ ତଳ; ଜମି — Land; surface of the earth
  • ଦେ. ବି (ସଂ. ଭୂମି) — ମୃତ୍ତିକା; ମାଟି — Soil
  • ଦେ. ବି (ସଂ. ଭୂମି) — ପୃଥିବୀ — The earth