ଭୀତକ Bhītaka

  • ଦେ. ବିଣ. ପୁଂ (ସଂ. ଭୀତ) — ଭୟବିହଳ — Beside oneself with fear
  • ଦେ. ବିଣ. ପୁଂ (ସଂ. ଭୀତ) — [ଉ—ବିନା ରସ ମୁଁ ହୋଇବି ବୁଡି଼ ଶୋକରେ ଭୀତକ ହୋଇ ଦିନ ନେବି—ଭଞ୍ଜ. ବୈଦେହୀଶବିଳାସ।]