ଭିନେ Bhine

  • ଗ୍ରା. ବିଣ (ସଂ. ଭିନ୍ନ) — ଭିନ୍ନ — Separated
  • ଗ୍ରା. ବିଣ (ସଂ. ଭିନ୍ନ) — ପୃଥଗନ୍ନ ଓ ପୃଥକ୍ବାସ ହୋଇଥିବା — Separated in mess and lodging
  • ଗ୍ରା. ବିଣ (ସଂ. ଭିନ୍ନ) — ଅଲଗା; ପୃଥକ୍ — Separate
  • ଗ୍ରା. ବିଣ (ସଂ. ଭିନ୍ନ) — [ଉ—ପ୍ରକୃତିର ଶିକ୍ଷା ଭିନେ। ରାଧାନାଥ. ବିବେକୀ।]
  • ଗ୍ରା. ବିଣ (ସଂ. ଭିନ୍ନ) — ସ୍ୱତନ୍ତ୍ର — Individual; distinct