ଭିତ Bhita

  • ଦେ. ଅ (ସଂ. ଭିତ୍ତି ବା ଅଭିତଃ) — ଆଡ଼; ଦିଗ — Direction
  • ଦେ. ଅ (ସଂ. ଭିତ୍ତି ବା ଅଭିତଃ) — ଦଳ;ପକ୍ଷ — Party
  • ଦେ. ଅ (ସଂ. ଭିତ୍ତି ବା ଅଭିତଃ) — ପାଖ — Side