ଭିଣେଇ Bhiṇei
- ଦେ. ବି (ସଂ. ଭଗ୍ନୀପତି) — ଭଗ୍ନୀପତି — Sister's husband
- ଦେ. ବି (ସଂ. ଭଗ୍ନୀପତି) — (ଉ—ହରିକି
- ଦେ. ବି (ସଂ. ଭଗ୍ନୀପତି) — କରାଇଲେ ଜନ୍ମ। ଭିଣୋଇ କଲା ଏଡ଼େ କର୍ମ। ଜଗନ୍ନାଥ. ଭାଗବତ।)
- ଦେ. ବି (ସଂ. ଭଗ୍ନୀପତି) — [ଦ୍ର—ଆମ ସମାଜରେ କୌଣସି ପୁରୁଷର ବଡ଼ ଭଉଣୀଙ୍କର ଓ ସାନ ଭଉଣୀଙ୍କର ସ୍ୱାମୀ ତାର ଭିଣେଇ ଅଟେ। ସ୍ତ୍ରୀମାନଙ୍କର ସାନ ଭଉଣୀଙ୍କ ସ୍ୱାମୀ ଭଉଣୀ— ଜୋଇଁ ଓ ବଡ଼ ଭଉଣୀଙ୍କ ସ୍ୱାମୀ ଭିଣେଇ ଅଟନ୍ତି। ଭିଣେଇର ଆପେକ୍ଷିକ ସମ୍ବନ୍ଧଯୁକ୍ତ ବ୍ଯକ୍ତି ଶଳା, ଶଳାଭାଉଜ ଓ ଶାଳୀ; ଏମାନେ ପରସ୍ପର ପରିହାସସ୍ଥାନୀୟ। ଭଉଣୀ— ଜୋଇଁର ଆପେକ୍ଷିକ ବ୍ଯକ୍ତି ଦେଢ଼ଶାଶୁ; ଏଦୁହେଁ ପରସ୍ପର ପରିହାସ ସ୍ଥାନୀୟ ନୁହଁନ୍ତି।]
- ଦେ. ବି (ସଂ. ଭଗ୍ନୀପତି) — ତୁଳା ଭିଣିବା କର୍ମ — Cotton-carding
- ଦେ. ବି (ସଂ. ଭଗ୍ନୀପତି) — ତୁଳା ଭିଣିବାର ମଜୁରି — The wages paid for carding cotton