ଭିଟା Bhiṭā

  • ଦେ. ବି (ସଂ. ଭିତ୍ତି) — ପୈତୃକ ବାସଭୂମି; ମୌରସୀ ଘରବାଡି଼ — Ancestral homestead
  • ଦେ. ବି (ସଂ. ଭିତ୍ତି) — ଡିହ ଜମି — Homestead land
  • ଦେ. ବି (ସଂ. ଭିତ୍ତି) — [ଦ୍ର— ପୈତୃକ ଭିଟା—ପୈତୃକ ଘର ଡିହ ଅର୍ଥରେ, ଓ ବାସ୍ତୁଭିଟା —ଘରଡି଼ହ ଓ ଘରବାଡ଼ି ଅର୍ଥରେ ବ୍ଯବହୃତ ହୁଏ।]