ଭାଷ Bhāsha
- ସଂ. ବି (ଭାଷ୍ ଧାତୁ+ଭାବ. ଅ) — ଉକ୍ତି; କଥନ — Utterance; speaking
- ସଂ. ବି (ଭାଷ୍ ଧାତୁ+ଭାବ. ଅ) — (+କର୍ମ. ଅ) ବାକ୍ୟ; କଥା; ବଚନ — Word
- ସଂ. ବି (ଭାଷ୍ ଧାତୁ+ଭାବ. ଅ) — [ଉ—ତୁନି ରହ ନ କହି ମୋତେ ଭାଷ। କୃଷ୍ଣସିଂହ. ମହାଭାରତ. ବନ।]
- ସଂ. ବି (ଭାଷ୍ ଧାତୁ+ଭାବ. ଅ) — (+କରଣ. ଅ) ଭାଷ୍ୟ; ଟୀକା ଗ୍ରନ୍ଥ — Commentary