ଭାଷଣ Bhāshaṇa
- ସଂ. ବି—(ଭାଷ୍ ଧାତୁ +ଭାବ ଅନ) — କଥନ; କହିବା — Speaking; utterance
- ସଂ. ବି—(ଭାଷ୍ ଧାତୁ +ଭାବ ଅନ) — (+କର୍ମ. ଅନ) ଉକ୍ତି; ବାକ୍ୟ; ବକ୍ତୃତା — Speech; words and sentences
- ସଂ. ବି—(ଭାଷ୍ ଧାତୁ +ଭାବ ଅନ) — ଗପିବା — Talking
- ସଂ. ବି—(ଭାଷ୍ ଧାତୁ +ଭାବ ଅନ) — [ଦ୍ର— ଏହା ମଧ୍ୟ ଅନ୍ଯ ଶବ୍ଦ ସହ ଯୁକ୍ତ ହୁଏ ଯଥା, ବହୁଭାଷଣ, ପୁରୁଷ ଭାଷଣ, ବୃଥା ଭାଷଣ।]