ଭାଲ Bhāla

  • ସଂ. ବି (ଭା. ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଲ) — ଲଲାଟ; କପାଳ; ମସ୍ତକର ସମ୍ମୁଖସ୍ଥ ଉପରିଭାଗ — Forehead
  • ସଂ. ବି (ଭା. ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଲ) — କର୍ମ, ଅଦୃଷ୍ଟ — Luck; lot; fortune
  • ସଂ. ବି (ଭା. ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଲ) — ଆଭା; ଦୀପ୍ତି — Lustre
  • ଦେ. ବି (ସଂ. ଭଲ୍ଲ) ଭାଲି; ବର୍ଚ୍ଛା — A spear
  • ଦେ. ବି (ସଂ. ଭଲ୍ଲ) (ଉ—ଢାଲେକ ପୂରି ବାମ ହାତରେ ଭାଲ—ବ୍ରଜନାଥ; ସମରତରଙ୍ଗ)
  • ଦେ. ବି (ସଂ. ଭଲ୍ଲ) ତୀରର ଫଳକ — The blade or head of an arrow