ଭାଲାଙ୍କ Bhālāṅka

  • ସଂ. ବି (ଭାଲ+ଅଙ୍କ) — କରତ (ହି. ଶ) — 0 . Saw
  • ସଂ. ବି (ଭାଲ+ଅଙ୍କ) — ଏକପ୍ରକାର ଶାଗ (ହି. ଶ) — A kind of potherb
  • ସଂ. ବି (ଭାଲ+ଅଙ୍କ) — ରୋହିମାଛ (ହି. ଶ) — Rohi fish
  • ସଂ. ବି (ଭାଲ+ଅଙ୍କ) — କଇଞ୍ଛ (ହି. ଶ) — Tortoise
  • ସଂ. ବି (ଭାଲ+ଅଙ୍କ) — ଶିବ (ହି.ଶ) — Ṡiba
  • ସଂ. ବି (ଭାଲ+ଅଙ୍କ) — (ସାମୁଦ୍ରିକ) ଦେହରେ ବହୁ ଶୁଭସୂଚକ ଲକ୍ଷଣଯୁକ୍ତ ପୁରୁଷ (ହି. ଶ) — A person bearing many auspicious signs on the body