ଭାରିମଲ Bhārimala

  • ଦେ. ବି. (ସଂ. ଭାର+ମଲ୍ଲ) — ପ୍ରାଚୀନ ଓଡ଼ିଆ ରାଜାମାନଙ୍କ ପ୍ରଦତ୍ତ ଯୋଦ୍ଧାମାନଙ୍କ ଉପାଧିବିଶେଷ — A title conferred on warriors by the ancient Oriya kings
  • ଦେ. ବି. (ସଂ. ଭାର+ମଲ୍ଲ) — ଖୁବ୍ ଭାରି ବସ୍ତୁକୁ ଭୂମିରୁ ଉଠାଇବା ମଲ୍ଲ — A champion of heavy weights