ଭାବିକ Bhābika
- ସଂ. ବିଣ. (ଭାବ+ଇକ) — ଅର୍ଥଯୁକ୍ତ — Having meaning
- ସଂ. ବିଣ. (ଭାବ+ଇକ) — ସ୍ୱାଭାବିକ — Natural
- ସଂ. ବିଣ. (ଭାବ+ଇକ) — ଭାବଯୁକ୍ତ — Consisting of ideas or emotions
- ସଂ. ବିଣ. (ଭାବ+ଇକ) — ଉଦ୍ଦୀପକ — Inciting
- ସଂ. ବିଣ. (ଭାବ+ଇକ) — ଭବିଷ୍ୟତ୍କାଳ ସମ୍ବନ୍ଧୀୟ — Relating to future
- ସଂ. ବି — କାବ୍ୟାଳଙ୍କାରବିଶେଷ — A figure of speech
- ସଂ. ବି — ବୀଜଗଣିତର ସମୀକରଣବିଶେଷ — An equation in algebra involving products of unknown quantities