ଭାବମୟ Bhābamaya

  • ସଂ. ବିଣ (ଭାବ+ପ୍ରାଚୁର୍ଯ୍ୟାର୍ଥେ ମୟ) — ଅର୍ଥପୂର୍ଣ୍ଣ — Full of meaning
  • ସଂ. ବିଣ (ଭାବ+ପ୍ରାଚୁର୍ଯ୍ୟାର୍ଥେ ମୟ) — ପ୍ରେମପୂର୍ଣ୍ଣ — Full of love
  • ସଂ. ବିଣ (ଭାବ+ପ୍ରାଚୁର୍ଯ୍ୟାର୍ଥେ ମୟ) — ଚିନ୍ତାପୂର୍ଣ୍ଣ — Full of thoughts; thoughtful