ଭାବନା Bhābanā

  • ସଂ. ବି. (ଭାବି ଧାତୁ=ଚିନ୍ତା କରିବା+ଭାବ. ଅନ+ଆ) — ଧ୍ୟାନ; କଳ୍ପନା; ଅନୁଚିନ୍ତନ — Deliberation; contemplation
  • ସଂ. ବି. (ଭାବି ଧାତୁ=ଚିନ୍ତା କରିବା+ଭାବ. ଅନ+ଆ) — ବିବେଚନା — Consideration
  • ସଂ. ବି. (ଭାବି ଧାତୁ=ଚିନ୍ତା କରିବା+ଭାବ. ଅନ+ଆ) — ମାନସିକ ଉଦ୍ବେଗ; ଚିନ୍ତା — Anxiety; thought
  • ସଂ. ବି. (ଭାବି ଧାତୁ=ଚିନ୍ତା କରିବା+ଭାବ. ଅନ+ଆ) — ପର୍ଯ୍ୟାଲୋଚନ — Reflection; circumspection
  • ସଂ. ବି. (ଭାବି ଧାତୁ=ଚିନ୍ତା କରିବା+ଭାବ. ଅନ+ଆ) — ଅଭିଷେକ — Sprinkling
  • ସଂ. ବି. (ଭାବି ଧାତୁ=ଚିନ୍ତା କରିବା+ଭାବ. ଅନ+ଆ) — ଔଷଧର ସଂସ୍କାରବିଶେଷ; ଚୂର୍ଣ୍ଣରେ ତୈଳ ଆଦି ବାରଂବାର ମିଶାଇ ଘୋଟି ଶୁଖାଇବା କ୍ରିୟା; ଅବିମିଶ୍ରଣ — Act of mixing a juice or other liquid repeatedly with a medicinal powder which is being prepared
  • ସଂ. ବି. (ଭାବି ଧାତୁ=ଚିନ୍ତା କରିବା+ଭାବ. ଅନ+ଆ) — ଅଧିବାସନ; ଅଙ୍ଗରାଗାଦିକରଣ; ବେଶବିନ୍ୟାସ — Toilette
  • ସଂ. ବି. (ଭାବି ଧାତୁ=ଚିନ୍ତା କରିବା+ଭାବ. ଅନ+ଆ) — ସଜାଇବା — Furnishing
  • ସଂ. ବି. (ଭାବି ଧାତୁ=ଚିନ୍ତା କରିବା+ଭାବ. ଅନ+ଆ) — ଅନୁଭବରୁ ଓ ସ୍ମୃତିରୁ ଜାତ ମାନସିକ ସଂସ୍କାର — A state of mind resulting from experience or memory