ଭାବକ Bhābaka

  • ସଂ. ବି. ପୁଂ (ଭୂ ଧାତୁ. ଣିଚ୍=ଭାବି. ଧାତୁ=ଚିନ୍ତା କରିବା+କର୍ତ୍ତୃ. ଅକ) — ଯେଉଁ ଗାୟକ ଗୀତର ଭାବ ଅନୁସାରେ ସ୍ୱର ବଦଳାଇ ପାରେ — A singer who can modulate his voice according to the sentiment of the song
  • ସଂ. ବି. ପୁଂ (ଭୂ ଧାତୁ. ଣିଚ୍=ଭାବି. ଧାତୁ=ଚିନ୍ତା କରିବା+କର୍ତ୍ତୃ. ଅକ) — ଭାବୁକ ବା ଚିନ୍ତାଶୀଳ ବ୍ଯକ୍ତି — Thinker
  • ସଂ. ବି. ପୁଂ (ଭୂ ଧାତୁ. ଣିଚ୍=ଭାବି. ଧାତୁ=ଚିନ୍ତା କରିବା+କର୍ତ୍ତୃ. ଅକ) — ଉତ୍ପାଦକ — Producer
  • ସଂ. ବିଣ. ପୁଂ — ଚିନ୍ତାଶୀଳ — Thoughtful
  • ସଂ. ବିଣ. ପୁଂ — ଉତ୍ପାଦନକାରୀ — Productive