ଭାଗୀ Bhāgī

  • ସଂ. ବିଣ. ପୁଂ (ଭାଗ+ଅଛି ଅର୍ଥର ଇନ୍; 1 ମା. 1 ବ) — ଅଂଶୀ; ଭାଗଦାର୍ — Entitled to a share
  • ସଂ. ବିଣ. ପୁଂ (ଭାଗ+ଅଛି ଅର୍ଥର ଇନ୍; 1 ମା. 1 ବ) — ଉତ୍ତରାଧିକାରୀ — Inheriting
  • ସଂ. ବିଣ. ପୁଂ (ଭାଗ+ଅଛି ଅର୍ଥର ଇନ୍; 1 ମା. 1 ବ) — (ଭଜ୍ ଧାତୁ=ଭାଗ କରିବା+କର୍ତ୍ତୃ ଇନ୍) ଅଂଶ ଗ୍ରହଣକାରୀ — Getting a share
  • ସଂ. ବିଣ. ପୁଂ (ଭାଗ+ଅଛି ଅର୍ଥର ଇନ୍; 1 ମା. 1 ବ) — ହକ୍ଦାର୍ — Entitled to
  • ସଂ. ବିଣ. ପୁଂ (ଭାଗ+ଅଛି ଅର୍ଥର ଇନ୍; 1 ମା. 1 ବ) — [ଦ୍ର—ଏହା ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—ଦୋଷଭାଗୀ, ପାପଭାଗୀ, ଧନଭାଗୀ ଇତ୍ୟାଦି।]