ଭାକୁଡ଼ Bhākuṟḍ̠
- ଦେ. ବି (ସଂ. ଭାକୁଟ) — ମଧୁର ପାଣିରେ ରହିବା ବଡ଼ ବଡ଼ ଜାତିଯୁକ୍ତ ଏକପ୍ରକାର ମାଛ — A kind of big fresh water fish with scales; Catla Buchanani
- ଦେ. ବି (ସଂ. ଭାକୁଟ) — [ଦ୍ର—ଏ ଲମ୍ବରେ 2 ହାତ ପର୍ଯ୍ୟନ୍ତ ବଢ଼େ। ଏହାର ମୁଣ୍ଡ ବଡ଼ ଏବଂ ଛେଳି ମୁଣ୍ଡପରି ଦେଖାଯାଏ। ଏହି ମୁଣ୍ଡକୁ ସୋରୁଆ କରି ଖାଇଲେ ଖୁବ୍ ବଳ ହୁଏ ବୋଲି ଲୋକେ ଏହି ମାଛକୁ ବଡ଼ ଆଦର କରନ୍ତି।] — [ଦ୍ର—ଏ ଲମ୍ବରେ2ହାତ ପର୍ଯ୍ୟନ୍ତ ବଢ଼େ ଏହାର ମୁଣ୍ଡ ବଡ଼ ଏବଂ ଛେଳି ମୁଣ୍ଡପରି ଦେଖାଯାଏ ଏହି ମୁଣ୍ଡକୁ ସୋରୁଆ କରି ଖାଇଲେ ଖୁବ୍ ବଳ ହୁଏ ବୋଲି ଲୋକେ ଏହି ମାଛକୁ ବଡ଼ ଆଦର କରନ୍ତି]