ଭାଇ Bhāi

  • ଦେ. ବି. ପୁଂ (ସଂ. ଭ୍ରାତୃ; ପ୍ରା. ଭାଇ) — ଭ୍ରାତା; ସହୋଦର — Brother
  • ଦେ. ବି. ପୁଂ (ସଂ. ଭ୍ରାତୃ; ପ୍ରା. ଭାଇ) — ଖୁଡ଼ୁତା ବା ଦେଡ଼ୁତାଙ୍କ ପୁଅ; ମାମୁଁ, ପିଉସା ବା ମଉସାଙ୍କ ପୁଅ — Causin
  • ଦେ. ବି. ପୁଂ (ସଂ. ଭ୍ରାତୃ; ପ୍ରା. ଭାଇ) — କୁଟୁମ୍ବୀ — Kinsman
  • ଦେ. ବି. ପୁଂ (ସଂ. ଭ୍ରାତୃ; ପ୍ରା. ଭାଇ) — ଏକ ଜନ୍ନଭୂମିର ସନ୍ତାନ — One's countryman
  • ଦେ. ବି. ପୁଂ (ସଂ. ଭ୍ରାତୃ; ପ୍ରା. ଭାଇ) — ସଙ୍ଗୀ — Com panion
  • ଦେ. ବି. ପୁଂ (ସଂ. ଭ୍ରାତୃ; ପ୍ରା. ଭାଇ) — ଧର୍ମଭାଇ — Godbrother
  • ଦେ. ବି. ପୁଂ (ସଂ. ଭ୍ରାତୃ; ପ୍ରା. ଭାଇ) — ଏକ ଜାତୀର ବା ସମାଜର ଅନ୍ତର୍ଗତ ବ୍ଯକ୍ତି — Member of a particular caste-guild or community
  • ଦେ. ବି. ପୁଂ (ସଂ. ଭ୍ରାତୃ; ପ୍ରା. ଭାଇ) — ଏକ ସ୍ଥାନରେ କାର୍ଯ୍ୟ କରୁଥିବା ବ୍ଯକ୍ତି — Persons working at the same place; colleague
  • ଦେ. ବି. ପୁଂ (ସଂ. ଭ୍ରାତୃ; ପ୍ରା. ଭାଇ) — ଏକ ସମ୍ପତ୍ତିର ଅଂଶୀଦାର — Cosharers in a property
  • ଦେ. ଅ — ସମ ବୟସ୍କ, ସମସ୍କନ୍ଧ ବା ସମ ଅବସ୍ଥାପନ୍ନ ବ୍ଯକ୍ତିଙ୍କୁ ସମ୍ବୋଧନ — A word addressed to people of the same age, position or condition