ଭସାଣି Bhasāṇi

  • ଦେ. ବିଣ — ଭାସି ଆସୁଥିବା — Floating
  • ଦେ. ବିଣ — (ଉ—ଭସାଣି ଜାହାଜଟାକୁ ବାଟରେ ଓଗାଳି ରଖିବେ ଫକୀରମୋହନ. ଗଳ୍ପସ୍ୱଳ୍ପ।)
  • ଦେ.ବି — ନଈ ବଢ଼ିରେ ବା ସମୁଦ୍ରରେ ଭାସି ଆସୁଥିବା ବସ୍ତୁ — Flotsam; things found floating on the water of a river of sea