ଭଳି Bhaḻi

  • ଦେ. ବି — ପ୍ରକାର — Sort; kind
  • ଦେ. ଅ. — ସଦୃଶ; ତୁଲ୍ୟ; ସମାନ — Like; similar
  • ଦେ. ଅ. — ଯୋଗ୍ୟ — Deserving
  • ଦେ. ଅ. — (ଉ—ତୋ ଚରଣ ସେବା ଭଳି, ନୋହିଲି ଯେବେ ରେ ଅଳି । କବିସୂର୍ଯ୍ୟ— ସଙ୍ଗୀତ।)
  • ଦେ. ଅ. — ପ୍ରାୟ — A bout