ଭଳକା Bhaḻaka

  • ଦେ. ବି (ସଂ. ଜଳକା; ଝଲକା=ତରଙ୍ଗ—ହେମଚନ୍ଦ୍ର) — ବାନ୍ତିର ଝଲକା ବା ଧାରା — A gush of vomiting
  • ଦେ. ବି (ସଂ. ଜଳକା; ଝଲକା=ତରଙ୍ଗ—ହେମଚନ୍ଦ୍ର) — [ଉ— ମୁଖ ଦେଇ ରକ୍ତ ଭଳକା କେତେ ବାନ୍ତି, କଲେ ଯେ ବିକଳେ ବିଚିତ୍ରବୀର୍ଯ୍ୟ ନାତି। କୃଷ୍ଣସିଂହ. ମହାଭାରତ. ଶଲ୍ୟ।]