ଭର୍ Bhar

  • ଦେ. ଅ. (ସଂ. ଭୃ. ଧାତୁ; କାଳ ବାଚକ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ।) — ତମାମ; ଯାକ — Throughout
  • ଦେ. ଅ. (ସଂ. ଭୃ. ଧାତୁ; କାଳ ବାଚକ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ।) — (ଯଥା— ଦିନଭର୍ ମୁଁ ଏ କାମରେ ଲାଗି ରହିଛି।)