ଭରତ Bharata
- ସଂ. ବି—(ଭୃ ଧାତୁ+କର୍ମ. ଅତ) — ଦଶରଥ ରାଜାଙ୍କର ତୃତୀୟ ପୁତ୍ର — The third son of Daṡaratha
- ସଂ. ବି—(ଭୃ ଧାତୁ+କର୍ମ. ଅତ) — ରାଜର୍ଷି ବିଶେଷ — Name of a saintly king
- ସଂ. ବି—(ଭୃ ଧାତୁ+କର୍ମ. ଅତ) — ଶକୁନ୍ତଳା ଗର୍ଭଜାତ ଦୁଷ୍ମନ୍ତ ରାଜାଙ୍କ ପୁତ୍ର (ପୂର୍ବ ନାମ ସର୍ବଦମନ) — Name of the son of Dushmanta
- ସଂ. ବି—(ଭୃ ଧାତୁ+କର୍ମ. ଅତ) — [ଦ୍ର—ଏହାଙ୍କ ନାମରୁ ଭାରତବର୍ଷ ନାମ ହୋଇଅଛି।]
- ସଂ. ବି—(ଭୃ ଧାତୁ+କର୍ମ. ଅତ) — ବ୍ରାହ୍ମଣକୁମାର ବିଶେଷ; ଜଡ଼ ଭରତ — Name of a Brāhmaṇa
- ସଂ. ବି—(ଭୃ ଧାତୁ+କର୍ମ. ଅତ) — [ଦ୍ର— ଜଡ଼ ଭରତ ଦେଖ।]
- ସଂ. ବି—(ଭୃ ଧାତୁ+କର୍ମ. ଅତ) — ଭରତ ରାଜାଙ୍କ ବଂଶ — The race of king Bharata
- ସଂ. ବି—(ଭୃ ଧାତୁ+କର୍ମ. ଅତ) — ସଙ୍ଗୀତ ଓ ନାଟ୍ୟ ଶାସ୍ତ୍ରର ପ୍ରଥମ ପ୍ରବର୍ତ୍ତକ ମୁନି — , Name of the sage who first introduced music
- ସଂ. ବି—(ଭୃ ଧାତୁ+କର୍ମ. ଅତ) — [ଦ୍ର—ଏହାଙ୍କ ନାଟ୍ୟ ଶାସ୍ତ୍ର ଗ୍ରନ୍ଥ ତୃତୀୟ ଶତାଦ୍ଦୀର ଓ ଏଥିରେ ଉଡ଼୍ର ବିଭାଷାର ଉଲ୍ଲେଖ ଅଛି।]
- ସଂ. ବି—(ଭୃ ଧାତୁ+କର୍ମ. ଅତ) — ସଙ୍ଗୀତ ଓ ନାଟ୍ୟଶାସ୍ତ୍ର — The science of dancing and music
- ସଂ. ବି—(ଭୃ ଧାତୁ+କର୍ମ. ଅତ) — ନଟ — An actor
- ସଂ. ବି—(ଭୃ ଧାତୁ+କର୍ମ. ଅତ) — ତନ୍ତୁବାୟ; ତନ୍ତୀ — Weaver