ଭରତି Bharati
- ଦେ. ବିଣ (ସଂ. ଭୃ ଧାତୁ) — ପରିପୂର୍ଣ୍ଣ — Filled up
- ଦେ. ବିଣ (ସଂ. ଭୃ ଧାତୁ) — [ଉ—ଅକୀରତି ପରାଗରେ ଜଗତୀ କରାଉଛୁ ଭରତି। କବିସୂର୍ଯ୍ୟ. ସଙ୍ଗୀତ।]
- ଦେ. ବି — ପୂର୍ତ୍ତି — Filling up
- ଦେ. ବି — ପୂର୍ଣ୍ଣତା — Fullness
- ଦେ. ବି — ପ୍ରବେଶ କରଣ — Admission
- ଦେ. ବି — ବିଦ୍ୟାଳୟରେ ପଢ଼ିବା ପାଇଁ ନାମ ଲେଖାଇବା — Admission into a school