ଭବନ Bhabana

  • ସଂ. ବି (ଭୁ. ଧାତୁ+ଅଧିକରଣ ଅନ) — ଆଳୟ; ବାସସ୍ଥାନ; ଗୃହ — House; residence; dwelling
  • ସଂ. ବି (ଭୁ. ଧାତୁ+ଅଧିକରଣ ଅନ) — (+ଭାବ. ଅନ) ସ୍ଥିତି — Existence
  • ସଂ. ବି (ଭୁ. ଧାତୁ+ଅଧିକରଣ ଅନ) — ଉତ୍ପତ୍ତି — Birth