ଭଦ୍ରା Bhadrā

  • ସଂ. ବି. ସ୍ତ୍ରୀ—(ଭଦ୍ର+ସ୍ତ୍ରୀ. ଆ) — ଅଭିମନ୍ୟୁଙ୍କ ଜନନୀ ସୁଭଦ୍ରା; କୃଷ୍ଣଙ୍କ ଭଉଣୀ — Name of the mother of Abhimanyu
  • ସଂ. ବି. ସ୍ତ୍ରୀ—(ଭଦ୍ର+ସ୍ତ୍ରୀ. ଆ) — ସୂର୍ଯ୍ୟ କନ୍ୟା — Daughter of the Sun-god
  • ସଂ. ବି. ସ୍ତ୍ରୀ—(ଭଦ୍ର+ସ୍ତ୍ରୀ. ଆ) — କୃଷ୍ଣଙ୍କର ଜଣେ ପତ୍ନୀ — Name of one of the wives of Ṡrīkṛushṇa
  • ସଂ. ବି. ସ୍ତ୍ରୀ—(ଭଦ୍ର+ସ୍ତ୍ରୀ. ଆ) — ଉତ୍ତରକୁରୁ ଦେଶରେ ପ୍ରବାହିତ ଗଙ୍ଗାସ୍ରୋତ — The current of the Ganges while flowing through the Uttarakuru country
  • ସଂ. ବି. ସ୍ତ୍ରୀ—(ଭଦ୍ର+ସ୍ତ୍ରୀ. ଆ) — ଆକାଶ ଗଙ୍ଗା; ମନ୍ଦାକିନୀ — The Ganges said to flow in the sky
  • ସଂ. ବି. ସ୍ତ୍ରୀ—(ଭଦ୍ର+ସ୍ତ୍ରୀ. ଆ) — ବିଷ୍ଟିର ଅନ୍ତିମ 3 ଦଣ୍ଡ — ବିଷ୍ଟିର ଅନ୍ତିମ3ଦଣ୍ଡ— . The (last 3 Daṇḍas of Bishṭi j̄oga
  • ସଂ. ବି. ସ୍ତ୍ରୀ—(ଭଦ୍ର+ସ୍ତ୍ରୀ. ଆ) — ପକ୍ଷର 2 ୟା, 7 ମୀ ଓ ଦ୍ୱାଦଶୀ ତିଥି — ପକ୍ଷର2ୟା,ମୀ ଓ ଦ୍ୱାଦଶୀ ତିଥି—. The 2nd. th and 12th days of a lunar fortnight
  • ସଂ. ବି. ସ୍ତ୍ରୀ—(ଭଦ୍ର+ସ୍ତ୍ରୀ. ଆ) — ହାଲିମ (ଦେଖ) — Hālima (See)
  • ସଂ. ବି. ସ୍ତ୍ରୀ—(ଭଦ୍ର+ସ୍ତ୍ରୀ. ଆ) — (ଆୟୁର୍ବେଦ) ଅନନ୍ତା, ଜୀବନ୍ତୀ, ଡିମ୍ବିରି, ଶମୀ, କଟଫଳ, ଗମ୍ଭାରି, ନାଳୀ, ଅପରାଜିତା, ହରିଦ୍ରା, ମୁଥା, ରାସ୍ନା, ବଚ, ଶ୍ୱେତ ଦୁର୍ବା ଓ ଦନ୍ତୀ — Name of 14 drugs in Ayurveda
  • ସଂ. ବି. ସ୍ତ୍ରୀ—(ଭଦ୍ର+ସ୍ତ୍ରୀ. ଆ) — ଗୋଚିନା — Yellow pigment found in the body of cows
  • ସଂ. ବି. ସ୍ତ୍ରୀ—(ଭଦ୍ର+ସ୍ତ୍ରୀ. ଆ) — ପସାରୁଣୀ ଲତା (ଦ୍ରବ୍ୟଗୁଣ) — Paederia Foetida (creeper)
  • ଦେ. ବି — ଚନ୍ଦ୍ରାବଳୀଙ୍କର ଏକତମା ସଖୀ — A female companion of Chandrābaḻī