ଭଦଭଦଳି Bhadabhadaḻi

  • ଦେ. ବି (ସଂ. ଭରଦ୍ୱାଜ ବା ଭଦ୍ର) — ଶାଖାଶ୍ରୟୀ ବର୍ଗର 12 ଆଙ୍ଗୁଳ ଲମ୍ବ ପକ୍ଷୀ [ମୁଣ୍ଡ ପାଉଁଶିଆ, ଡେଣା ଖଇରା, ପକ୍ଷ ନାନାଦି ବର୍ଣ୍ଣରଞ୍ଜିତ] ଭରଦ୍ୱାଜ ପକ୍ଷୀ — ଶାଖାଶ୍ରୟୀ ବର୍ଗର2ଆଙ୍ଗୁଳ ଲମ୍ବ ପକ୍ଷୀ [ମୁଣ୍ଡ ପାଉଁଶିଆ, ଡେଣା ଖଇରା, ପକ୍ଷ ନାନାଦି ବର୍ଣ୍ଣରଞ୍ଜିତ] ଭରଦ୍ୱାଜ ପକ୍ଷୀ—. The blue Jay Coracias Indica; The Indian Roller; Eurystomus Orientalis Trogons
  • ଦେ. ବି (ସଂ. ଭରଦ୍ୱାଜ ବା ଭଦ୍ର) — [ଦ୍ର—ଏହି ପକ୍ଷୀର ପର ନାନା— ବର୍ଣ୍ଣ ରଞ୍ଜିତ ଥିବାରୁ ଗୋରୁଜଗା ଟୋକାମାନେ ବାଟରୁ ସେ ପକ୍ଷକୁ ଗୋଟାଇ ନେଇ ଛତାରେ ଖୋସନ୍ତି ।]
  • ଦେ. ବି (ସଂ. ଭରଦ୍ୱାଜ ବା ଭଦ୍ର) — ଏକପ୍ରକାର ସାନ ଗଛ—[ଦ୍ର—ଏହା ଦେଢ଼ ପୁରୁଷ ପର୍ଯ୍ୟନ୍ତ ବଢ଼େ । ଫଳ ଆଙ୍ଗୁଠି ଟିପ ପରି ଶିବଲିଙ୍ଗ ଆକୃତି ବିଶିଷ୍ଟ ଓ ତହିଁର ଅଗରେ ଚୋପା ନ ଥାଇ ଅଧ ପର୍ଯ୍ୟନ୍ତ ଫଳର ମୂଳରୁ ଚୋପା ବକଳକୁ ଘୋଡ଼ାଇ ଥାଏ । ଏହାର କୋମଳ ପତ୍ର ଶାଗ ହୁଏ ।] — A kind of plant