ଭତ୍ତା Bhattā
- ଦେ. ବି. (ସଂ. ଭୃତି) — ବଟା; କମିଶନ; ପାଉସେରି — Commission; brokerage
- ଦେ. ବି. (ସଂ. ଭୃତି) — ଭୃତ୍ୟକୁ ଦିଆଯିବା ବେତନର ଅତିରିକ୍ତ ଧନ; ବକ୍ସିସ୍ — Extra remuneration of a servant; tip
- ଦେ. ବି. (ସଂ. ଭୃତି) — ଆବଶ୍ୟକୀୟ ଖର୍ଚ୍ଚ ସକାଶେ କୌଣସି ବ୍ୟକ୍ତିକୁ ଦିଆ ଯାଉଥିବା ମାସିକ ଅର୍ଥ ସାହାଯ୍ୟ — Perquisite; monthly allowance