ଭତରା Bhatarā

  • ଦେ. ବି — ବସ୍ତର ଅଞ୍ଚଳ ଏକ କୃଷକ ଜାତି, (ଦ୍ର—ଏମାନଙ୍କ ବ୍ୟବହୃତ ଭାଷା ଭତରୀ) — A class of farmers in Baster
  • ଦେ. ବି — ଭତ୍ତଡ଼ା (ଦେଖ) — Bhattaṟḍ̠ā [See]