ଭଟାକା Bhaṭākā
- ସଂ. ବି — ଭୁଲ — Mistake
- ସଂ. ବି — କ୍ଷତି — Loss
- ସଂ. ବି — ଭାଉ — Market rate
- ସଂ. ବି — ପଣ୍ୟଦ୍ରବ୍ୟର ଦାମ କଷାକଷି — Higgling and haggling; negotiation
- ସଂ. ବି — [ଦ୍ର—ଏ ଶବ୍ଦ ଭୁଲ ଓ ଭାଉ ସଙ୍ଗେ ନିରର୍ଥକ ବା ଏକାର୍ଥକ ସହଚରରୂପେ ପ୍ରଯୁକ୍ତ ହୁଏ, ଯଥା—ଭୁଲଭଟକା, ଭାଉଭଟକା — A meaningless term added to Bhul and Bhāu]