ଭଜମାନ Bhajamāna

  • ସଂ. ବିଣ. ପୁଂ (ଭଜ୍ ଧାତୁ+କର୍ତ୍ତୃ. ଆନ) — ବିଭାଜନ — Dividing
  • ସଂ. ବିଣ. ପୁଂ (ଭଜ୍ ଧାତୁ+କର୍ତ୍ତୃ. ଆନ) — ଉପାସନାରତ — Engaged in prayers
  • ସଂ. ବିଣ. ପୁଂ (ଭଜ୍ ଧାତୁ+କର୍ତ୍ତୃ. ଆନ) — ପୂଜା କରୁଥିବା; ପୂଜାକାରୀ — worshipping
  • ସଂ. ବିଣ. ପୁଂ (ଭଜ୍ ଧାତୁ+କର୍ତ୍ତୃ. ଆନ) — ଉପଯୁକ୍ତ — Proper; suitable
  • ସଂ. ବିଣ. ପୁଂ (ଭଜ୍ ଧାତୁ+କର୍ତ୍ତୃ. ଆନ) — ସେବମାନ; ସେବାରତ — Engaged in serving