ଭଜନୀୟ Bhajanīya

  • ସଂ. ବିଣ. ପୁଂ. (ଭଜ୍+କର୍ମ. ଅନୀୟ) — ପୂଜା; ପୂଜନୀୟ (ବ୍ୟକ୍ତି) — Worshippable; adorable; venerable
  • ସଂ. ବିଣ. ପୁଂ. (ଭଜ୍+କର୍ମ. ଅନୀୟ) — ଭଜନ କରାଯିବା ଯୋଗ୍ୟ (ସ୍ତବାଦି) — Fit to be recited