ଭଜନି Bhajani

  • ପ୍ରାଦେ. (ସିଂହଭୂମ) ବି — ଭଜନା (ଦେଖ) — Bhajanā (See)
  • ଦେ. ବିଣ — ଭଜନକାରୀ — Reciting hymns
  • ଦେ. ବି — ଭଜନ କରିବା ଲୋକ — The person praying
  • ଦେ. ବି — (ଆଦରାର୍ଥକ) ଭଜନାନନ୍ଦର ଡାକ ନାମ — A name for calling Bhaja- nānanda