ଭଜକ Bhajaka

  • ସଂ. ବିଣ. ପୁଂ—(ଭଜ୍ ଧାତୁ+କର୍ତ୍ତୃ. ଅକ) — ଭଜନକାରୀ — Praying
  • ସଂ. ବିଣ. ପୁଂ—(ଭଜ୍ ଧାତୁ+କର୍ତ୍ତୃ. ଅକ) — ବିଭାଗକାରୀ — Dividing