ଭଙ୍ଗା Bhaṅgā

  • ଦେ. ବି (ସଂ. ଭନଜ୍ ଧାତୁ ଭଙ୍ଗ; ଭଞ୍ଜନ) — ଭାଙ୍ଗିବା କର୍ମ (ଭାଙ୍ଗିବା ଦେଖ) — Act of breaking; Bhāṅgibā (See)
  • ଦେ. ବି (ସଂ. ଭନଜ୍ ଧାତୁ ଭଙ୍ଗ; ଭଞ୍ଜନ) — ଭଙ୍ଗାଇବା କର୍ମ (ଭଙ୍ଗାଇବା ଦେଖ) — The act of causing to break; Bhaṅgāibā (See)
  • ଦେ. ବି (ସଂ. ଭନଜ୍ ଧାତୁ ଭଙ୍ଗ; ଭଞ୍ଜନ) — ଦସ୍ତ ବା ତାସ୍ ଖେଳରେ ସାର ସବୁ ଗୋଳାଇ ରଖିବା ଉତ୍ତାରୁ ଉପରର କେତେକ ସାରକୁ କାଢ଼ି ତଳେ ରଖିବା — The act of taking out some cards from the top and putting them at the bottom in the game of cards
  • ଦେ. ବି (ସଂ. ଭନଜ୍ ଧାତୁ ଭଙ୍ଗ; ଭଞ୍ଜନ) — [ଦ୍ର—ଭଙ୍ଗା ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ପାଇଁ ଭାଙ୍ଗିବା ଓ ଭଙ୍ଗାଇବା ଶବ୍ଦର ଭିନ୍ନ ଭିନ୍ନ ଅର୍ଥମାନ ଦେଖ। ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରେ। ଯଥା—ଓଳିଆଭଙ୍ଗା, ଘରଭଙ୍ଗା, ପଡ଼ିଆଭଙ୍ଗା, ପଥଭଙ୍ଗା, ପାଣିଭଙ୍ଗା, ପାନଭଙ୍ଗା, ପେଟଭଙ୍ଗା; ମକଦ୍ଦମାଭଙ୍ଗା, ଟଙ୍କାଭଙ୍ଗା, ନୋଟଭଙ୍ଗା, ଦଉଡ଼ା(ଡ଼ି)ଭଙ୍ଗା; ମନଭଙ୍ଗା, ମଣ୍ଡଳ ବା ମୁଣ୍ଡୁଳାଭଙ୍ଗା ଲୁଗାଭଙ୍ଗା, ହାଣ୍ଡିଭଙ୍ଗା।]
  • ଦେ. ବିଣ (ସଂ. ଭଗ୍ନ) — ଭଗ୍ନ — Broken
  • ଦେ. ବିଣ (ସଂ. ଭଗ୍ନ) — ନଷ୍ଟ — Ruined
  • ଦେ. ବିଣ (ସଂ. ଭଗ୍ନ) — ଦଦରା; ଫଟା — Unsound; fractured; cracked
  • ଦେ. ବିଣ (ସଂ. ଭଗ୍ନ) — (ପୁଂ) ଯେ ଭାଙ୍ଗେ — Breaking; spoiling
  • ଦେ. ବିଣ (ସଂ. ଭଗ୍ନ) — ଯେ ଭଙ୍ଗାଏ — Causing breach
  • ଦେ. ବିଣ (ସଂ. ଭଗ୍ନ) — [ଉ—କେହି ନ ଜାଣନ୍ତି ଭିତର ଗୋଇ, ସମସ୍ତେ କହନ୍ତି ଘର ଭଙ୍ଗେଈ। ଢଗ।]
  • ସଂ. ବି (ଭଙ୍ଗ+ଆ) ବିଜୟା; ଭାଙ୍ଗ; ଗଞ୍ଜେଇ ଗଛ — Cannabis Sativā