ଭଗବତୀ Bhagabatī

  • ସଂ. ବି. ସ୍ତ୍ରୀ. (ଭଗବତ୍+ସ୍ତ୍ରୀ. ଈ) — ଦୂର୍ଗା — Goddess Durgā
  • ସଂ. ବି. ସ୍ତ୍ରୀ. (ଭଗବତ୍+ସ୍ତ୍ରୀ. ଈ) — ଦୂର୍ଗା — Durgā
  • ସଂ. ବି. ସ୍ତ୍ରୀ. (ଭଗବତ୍+ସ୍ତ୍ରୀ. ଈ) — ସରସ୍ୱତୀ (ହି. ଶ) — Saraswatī
  • ସଂ. ବି. ସ୍ତ୍ରୀ. (ଭଗବତ୍+ସ୍ତ୍ରୀ. ଈ) — ଗଙ୍ଗା [ହି. ଶ] — The Ganges [personified]
  • ଦେ. ବି — ପୁରୀ ଜିଲ୍ଲା ବାଣପୁରରେ ବିରାଜିତ ପ୍ରସିଦ୍ଧ ଦୂର୍ଗା ପ୍ରତିମା — An idol of Durgā at Banpur in the Puri district
  • ଦେ. ବି — [ଦ୍ର— ସନ୍ନିଧି ଲଭିଣ ଭଗବତୀଙ୍କର। ରାଧାନାଥ।]
  • ଦେ. ବି — [ଦ୍ର— ଏ ପାରିକୁଦ ରାଜପରିବାରଙ୍କ ଇଷ୍ଟଦେବତା। ଆଗେ ପାରିକୁଦ ଓ ବାଣପୁରର ଏକ ରାଜା ଥିଲେ। ଏହାଙ୍କର ଦେବୋତ୍ତର ସମ୍ପତ୍ତି ଆଦି ବୁଝା ସୁଝା କରିବା ନିମନ୍ତେ କଟକର ଜିଲ୍ଲା ଜଜ ସାହେବଙ୍କ ନିଯୁକ୍ତ ଗୋଟିଏ କମିଟି ଅଛି।]