ଭକ୍ତା Bhaktā
- ଦେ. ବି (ସଂ. ଭୋକ୍ତା) — ରାଜଦତ୍ତ ବଂଶଗତ ଉପାଧି ବିଶେଷ — A family title
- ପ୍ରାଦେ (ଗଡ଼ଜାତ ଓ ବାରିପଦା) ବି — ପଣାସଂକ୍ରାନ୍ତି ଦିନ ଛୋଟ ଜାତି ଲୋକ କରୁଥିବା ଝାମୁଜାତ — A festival peculiar to Orissa when votaries of Durgā walk on fire or prickly thorns
- ପ୍ରାଦେ (ଗଡ଼ଜାତ ଓ ବାରିପଦା) ବି — ଭକ୍ତାବ୍ରତଧାରୀ ଦଳ — The band of these votaries