ଭକତ Bhakata

  • ଦେ. ବି (ପଦ୍ୟ) (ସଂ. ଭକ୍ତ) — ଭକ୍ତ — Devotee; votary
  • ଦେ. ବି (ପଦ୍ୟ) (ସଂ. ଭକ୍ତ) — [ଉ— ହରି ଭକତ ଯେତେ ଜନ, ତାହାଙ୍କ ଯେ କର୍ଣ୍ଣ— ଭୂଷଣ। ଭାଗବତ, 4 ର୍ଥ. ଖଣ୍ଡ।] — [ଉ— ହରି ଭକତ ଯେତେ ଜନ, ତାହାଙ୍କ ଯେ କର୍ଣ୍ଣ— ଭୂଷଣ ଭାଗବତ,4ର୍ଥ. ଖଣ୍ଡ]
  • ଦେ. ବି (ପଦ୍ୟ) (ସଂ. ଭକ୍ତ) — ବିହାରବାସୀ ଯେସୁଆରୀ ବୈଶ୍ୟମାନଙ୍କ ବଂଶୋପାଧିବିଶେଷ (ଏମାନେ ଓଡ଼ିଶାରେ ପୁରୁଷାନୁକ୍ରମେ ବଣିକ୍ ଓ ମହାଜନରୁପେ ବସତି କରିଅଛନ୍ତି — Family title of Bihari Jaswars (Ba̲i̱ṡyas) domiciled in Orissa for generations as merchants and money-lenders
  • ଦେ. ବି (ପଦ୍ୟ) (ସଂ. ଭକ୍ତ) — ରାଜପୁତାନାର ଏକ ଜାତି — A caste of Hindus in Rajputana
  • ଦେ. ବି (ପଦ୍ୟ) (ସଂ. ଭକ୍ତ) — [ଦ୍ର— ଏ ଜାତିର କନ୍ୟାମାନେ ନାଟ କରନ୍ତି ଓ ପୁରୁଷମାନେ ଉକ୍ତ ନର୍ତ୍ତକୀମାନଙ୍କ ସଙ୍ଗେ ବାଦ୍ୟ ବଜାନ୍ତି; ଏ ଜାତିର ସ୍ତ୍ରୀମାନଙ୍କୁ ହିନ୍ଦୀରେ 'ଭଗତୀନ୍' ବୋଲାଯାଏ।]