ଭକତିଆ Bhakatiā
- ଦେ. ବିଣ—(ଅବଜ୍ଞାର୍ଥ; ବ୍ୟଙ୍ଗ୍ୟାର୍ଥ) — ଭକ୍ତ — Devoted, having devotion
- ଦେ. ବିଣ—(ଅବଜ୍ଞାର୍ଥ; ବ୍ୟଙ୍ଗ୍ୟାର୍ଥ) — [ଯଥା—ମଧୁର ଭକତିଆ, ମୁଖ ଭଗତିଆ, ମିଛ ଭଗତିଆ।]
- ଦେ. ବିଣ—(ଅବଜ୍ଞାର୍ଥ; ବ୍ୟଙ୍ଗ୍ୟାର୍ଥ) — ଭକ୍ତିର ବାହ୍ୟ ଲକ୍ଷଣ ଓ ଭଙ୍ଗି- ପ୍ରକାଶକାରୀ କିନ୍ତୁ ହୃଦୟରେ ଭକ୍ତିବିହୀନ — Showing oneself off as devoted, while actually not so
- ଦେ. ବି (ଅବଜ୍ଞା ଓ ବ୍ୟଙ୍ଗ୍ୟାର୍ଥ) — ଭକ୍ତ — Devotee