ଭଉ Bhau

  • ଗ୍ରା. ଅ (ସଂ. ବହୁ) ଏକ — ଧାନମାପୁଣିମାନେ ଧାନ ମାପିଲାବେଳେ ପ୍ରଥମ ଗଉଣି ମାପିବା ସମୟରେ 'ଏକ' ବୋଲି ନ କହି ବହୁତ, ଭଉ, ରାମ୍, ଜଗନ୍ନାଥ ଆଦି ଶବ୍ଦ ବ୍ୟବହାର କରିଥାଆନ୍ତି — Peculiar ejaculation denoting the number 'one' uttered while beginning to measure the first pot of paddy