ଭଉତ Bhauta

  • ଗ୍ରା. ବିଣ. (ସଂ. ବହୁ) — ବହୁ; ବହୁତ — Many; much
  • ଗ୍ରା. ବିଣ. (ସଂ. ବହୁ) — (ଉ—ନଈଶୁଆର ଭଉତୁ ଆଇଷ, ପାଟି କଥା ପାଟିରେ ଅଛି, ଆସି ପହଞ୍ଚିଗଲା। ଭିକାରୀ. ରତ୍ନମାଳୀ।)