ଭଉଣୀ Bha-uṇī
- ଦେ. ବି. (ସଂ. ସ୍ତ୍ରୀ. ଭଗିନୀ; ଭଗ୍ନୀ) — ଭଗିନୀ — Sister
- ଦେ. ବି. (ସଂ. ସ୍ତ୍ରୀ. ଭଗିନୀ; ଭଗ୍ନୀ) — ମାତୁଳ, ପିତୃସ୍ୱପା, ମାତୃସ୍ୱପା ଆଦିଙ୍କ କନ୍ୟା — Cousin-sister
- ଦେ. ବି. (ସଂ. ସ୍ତ୍ରୀ. ଭଗିନୀ; ଭଗ୍ନୀ) — ସମବୟସ୍କା ସ୍ତ୍ରୀମାନଙ୍କର ପରସ୍ପର ସମ୍ବୋଧନ — Term of mutual address amongst women of the same age