ଭଉଁର Bhauñra

  • ଦେ. ବି (ସଂ. ଭ୍ରମ୍ ଧାତୁ) — କୁନ୍ଦ; ଯେଉଁ ଯନ୍ତ୍ରଦ୍ୱାରା କୌଣସି ପଦାର୍ଥକୁ କୁନ୍ଦି କରି ଗୋଲ କରାଯାଏ; ଚକ୍ରଯନ୍ତ୍ର — A turning lath