ଭଅଣ୍ଡ Bha-aṇḍa

  • ପ୍ରାଦେ. (ପୁରୀସହର ଓ ଭୁବନେଶ୍ୱର ସହର) ବି. (ସଂ. ଭୋଗମଣ୍ଡପ) ବି — (ପୁରୀ ଜଗନ୍ନାଥଙ୍କ ମନ୍ଦିର ଓ ଭୁବନେଶ୍ୱରର ଲିଙ୍କରାଜଙ୍କ ମନ୍ଦିର ସମ୍ପର୍କୀୟ ସେବକାଦିଙ୍କ ଦ୍ୱାରା ବ୍ୟବହୃତ ଶବ୍ଦ।) ଭୋଗମଣ୍ଡପ; ଦେବତାଙ୍କ ଯେଉଁ ଧୂପରେ କୋଠ ଭୋଗ ସଙ୍ଗେ ସାଧାରଣ ଯାତ୍ରୀଙ୍କ ନିମନ୍ତେ ଭୋଗ ସ୍ଥାପିତ ହୋଇ ଦେବତାଙ୍କୁ ଭୋଗ ଲଗାଯାଏ — The offering offered to the Deity Lord Jagannatha of Puri and Liṅgarāja of Bhubaneṡwara when offerings for the general public are offered along with the daily offerings prepared from the funds of the deity