ଭଅଁରା Bha-añrā

  • ପ୍ରାଦେ. (ଗଡ଼ଜାତ) ବି — ବଡ଼ ଛତା ପରି ବାଉଁଶବୁଣା ଓ ଛପର ହୋଇଥିବା ଗୋଟିଏ ଗୋଲାକାର ଚାଳି। ଏହାକୁ ବୁଣାବୁଣି କରି ମୁଣ୍ଡାଇ ନେଇ ଲୋକେ ଚାରିଟି ଖୁଣ୍ଟ ଉପରେ ରଖି ଭାଡ଼ି ବାନ୍ଧନ୍ତି ଏବଂ ସେହି ଭାଡ଼ିରେ ରହି ବଣ ଜଙ୍ଗଲରେ ଥିବା ଖେତ କିଆରୀମାନ ଜଗନ୍ତି — A sort of provisional thatch with framework of bamboo with thatch propped up by four pillars used by people in the jungles of Orissa States as a protection while guarding crops
  • ଗ୍ରା. ବି (ଅନାଦରାର୍ଥକ) — ଭ୍ରମରବର ନାମଧାରୀ ବ୍ୟକ୍ତିକୁ ଡାକିବା ନାମ — Abbreviated way of calling persons named Bhramara-bara
  • ଗ୍ରା. ବି (ଅନାଦରାର୍ଥକ) — (ଉ—ଚଅଁରା ଭଅଁରା ଦିଓଟି ଭାଇ, ମାଛ ମାରିଗଲେ ବାଉରୀସାଇ—ଢଗ।)
  • ଦେ. ବି — ବାଉଁଶ କାଠିରେ ବୁଣା ଏକପ୍ରକାର ବଡ଼ ଖଇଞ୍ଚି — A wicker- work cage-like contrivance for catching fish