ବୟ ପଥୁ Baya pathu

  • ଗ୍ରା. ବି. (ପଦ୍ୟ) (ସଂ. ବେପଥ) — କମ୍ପ — Trembling
  • ଗ୍ରା. ବି. (ପଦ୍ୟ) (ସଂ. ବେପଥ) — ଭୟ — Fear
  • ଗ୍ରା. ବି. (ପଦ୍ୟ) (ସଂ. ବେପଥ) — ଅରଜୁନ ବୋଇଲେ ମୋ ରଥେ ସାରଥ୍ୟ ଉତ୍ତର କର ଛାଡ଼ି ହୃଦରୁ ବୟ ପଥ। କୃଷ୍ଣସିଂହ. ମହାଭାରତ. ବିରାଟ।