ବଢ଼େ Baṟḍ̠ẖe

  • ଦେ. କ୍ରି. ବିଣ — ବଡ଼ଘାଏଁ; ବିଶେଷରୂପେ — With a great force
  • ଦେ. କ୍ରି. ବିଣ — ବୃହତ୍ତରରୂପେ; ଅଧିକତରରୂପେ — More
  • ଦେ. କ୍ରି. ବିଣ — ଅତ୍ୟନ୍ତ — Very much
  • ଦେ. କ୍ରି. ବିଣ — ଅଧିକ ଭବରେ — Greatly; largely