ବଢ଼ିଆଳ Baṟḍ̠ẖiāḻa
- ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ବର୍ଦ୍ଧନଶୀଳ) — ଶସ୍ୟଳ — Capable of luxuriant growth
- ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ବର୍ଦ୍ଧନଶୀଳ) — ଖୁବ ପୁଷ୍ଟ — Very luxuriant
- ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ବର୍ଦ୍ଧନଶୀଳ) — ବର୍ଦ୍ଧନଶୀଳ; ବର୍ଦ୍ଧିଷ୍ଣୁ — Growing; prospering
- ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. ବର୍ଦ୍ଧନଶୀଳ) — ପୁଷ୍ଟକାୟ ଓ ଡେଙ୍ଗା (ବ୍ୟକ୍ତି) — Stout and tall
- ଦେ. ବି — ଆତ — Custard apple